ଜହରଜାଳା Jahara-jāḻā

  • ଦେ. ବି. (ଫା. ଜହର+ସଂ. ଜ୍ୱାଳା) — ବିଷପାନ କରିଥିବା ବ୍ଯକ୍ତିର ଅନୁଭୂତ କଷ୍ଟ — The pangs felt by a poisoned person