ଜହରି Jahari
- ବୈଦେ. ବିଣ. (ଫା. ଜଓହରୀ) — ଜହର ପରି କଟୁ ବା ଅତ୍ୟୁଗ୍ର — Very irritating like poison
- ବୈଦେ. ବିଣ. (ଫା. ଜଓହରୀ) — (ଯଥା—ଜହରି ଲଙ୍କାମରିଚ।)
- ବୈଦେ. ବିଣ. (ଫା. ଜଓହରୀ) — ବିଷବ୍ଯବସାୟୀ — A dealer in poison
- ବୈଦେ. ବିଣ. (ଫା. ଜଓହରୀ) — ଯେ ଅନ୍ଯ ବ୍ଯକ୍ତିକୁ ବିଷ ପ୍ରୟୋଗ କରେ — Administering poison to another person
- ବୈଦେ. ବିଣ. (ଫା. ଜଓହରୀ) — ବହୁମୂଲ୍ୟ ମଣିରତ୍ନାଦିର ବ୍ଯବସାୟୀ — Dealing in jewellery
- ବୈଦେ. ବିଣ. (ଫା. ଜଓହରୀ) — ଜବରଦସ୍ତିଆ; ଜବ୍ୱରୀ — Using force
- ବୈଦେ. ବି — ମଣିରତ୍ନ ବ୍ଯବସାୟୀ ବ୍ଯକ୍ତି — A jeweller