ଜହରି ଚମ୍ପା Jahari champā

  • ଦେ. ବି. (ଆଧୁନିକ ପ୍ରୟୋଗ) — ଚମ୍ପକାଦି ବର୍ଗର ଛୋଟ ପୁଷ୍ପବିଶେଷ — Magnolia
  • ଦେ. ବି. (ଆଧୁନିକ ପ୍ରୟୋଗ) — [ଦ୍ର—ସନ୍ଧ୍ୟାବେଳେ ପତ୍ର ଗହଳରେ ଲୁଚି ଫୁଟିଥିବା ଏ ଫୁଲର ଗନ୍ଧ ବହୁଦୂର ଚହଟେ। ଫୁଲ ଧଳା ଓ ପାଖୁଡ଼ା ମୋଟା।]