ଜଳସାତ୍ Jaḻa-sāt

  • ଦେ. ବିଣ. (ଜଳ+ପରିଣତ ଅର୍ଥରେ ସାତ୍) — ଜଳରେ ନିକ୍ଷିପ୍ତ — Thrown into water
  • ଦେ. ବିଣ. (ଜଳ+ପରିଣତ ଅର୍ଥରେ ସାତ୍) — ଜଳରେ ପରିଣତ — Turned into water; liquified