ଜଳସ୍ପର୍ଶ Jaḻasparṡa
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ସ୍ପର୍ଶ) — ପାଣିକୁ ସ୍ପର୍ଶକରିବା ବା ଛୁଇଁବା — Touching of water
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ସ୍ପର୍ଶ) — ପାଣି ପିଇବା — Drinking of water
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ସ୍ପର୍ଶ) — (ଯଥା—ମୁଁ ତାଙ୍କ ଘରେ ଖାଇବା କଥା ଦୂରେ ଥାଉ, ସେ ଗ୍ରାମରେ ଜଳସ୍ପର୍ଶ ବି କରିବି ନାହିଁ।)
- ଦେ. ବିଣ. (ସଂ. ଜଳ+ସ୍ପୃଶ୍ୟ) ଯେଉଁ ଉଚ୍ଚଶ୍ରେଣୀର ଶୂଦ୍ରଜାତିର ସ୍ପୃଷ୍ଟ ଜଳ ବ୍ରାହ୍ମଣଆଦି ଉଚ୍ଚଜାତି ବ୍ଯବହାର କରନ୍ତି; ପାଣିଛୁଆଁ (ଉଚ୍ଚ ଶୂଦ୍ରଜାତି) — (a Ṡūdra of high caste) The water touched by whom can be used by Brahmans and other high caste people