ଜଳସାତ Jaḻa-sāta

  • ଦେ. ବିଣ. (ସଂ. ଜଳସାତ୍) — ଜଳସାତ୍ (ଦେଖ) — Jaḻasāt (See)
  • ଦେ. ବିଣ. (ସଂ. ଜଳସାତ୍) — ଶୋଭନା—ହସ୍ତିନା—ରୌପ୍ୟ ରସନା—ଜାହ୍ନବୀ— ଜଳେ ଯଜ୍ଞାନଳ ତହୁଁ କଲେ ଜଳସାତ। ରାଧାନାଥ, ମହାଯାତ୍ରା।