ଜଳସିଂହ Jaḻa-siṁha

  • ସଂ. ବି. ପୁଂ. (ଆଧୁନିକ ବ୍ଯବହାର) — ତିମି ଜାତୀୟ ଜଳଜୀବବିଶେଷ — Sea-lion
  • ସଂ. ବି. ପୁଂ. (ଆଧୁନିକ ବ୍ଯବହାର) — [ଦ୍ର—ଏମାନେ ଆକାରରେ 15 ହାତ ପର୍ଯ୍ୟନ୍ତ ବଢ଼ନ୍ତି। ଏମାନଙ୍କ ଦେହଯାକ ହଳଦିଆ ମିଶା ଲୋମରେ ପୂର୍ଣ୍ଣ ଓ ବେକ ଉପରେ ସିଂହର କେଶର ପରି ଲମ୍ବ ବାଳ ଥାଏ; ଏମାନେ ଶାନ୍ତ— ପ୍ରକୃତିକ, କିନ୍ତୁ ଆକ୍ରମଣକାରୀ ପ୍ରତି ବିଶେଷ ବଳ ପ୍ରକାଶ କରନ୍ତି। ଏମାନେ ଦଳବଦ୍ଧ ହୋଇ ଆମେରିକା ଓ ଆସିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଦେଖା ଯାଆନ୍ତି। ହି. ଶବ୍ଦସାଗର।] — [ଦ୍ର—ଏମାନେ ଆକାରରେ15ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହଯାକ ହଳଦିଆ ମିଶା ଲୋମରେ ପୂର୍ଣ୍ଣ ଓ ବେକ ଉପରେ ସିଂହର କେଶର ପରି ଲମ୍ବ ବାଳ ଥାଏ; ଏମାନେ ଶାନ୍ତ— ପ୍ରକୃତିକ, କିନ୍ତୁ ଆକ୍ରମଣକାରୀ ପ୍ରତି ବିଶେଷ ବଳ ପ୍ରକାଶ କରନ୍ତି ଏମାନେ ଦଳବଦ୍ଧ ହୋଇ ଆମେରିକା ଓ ଆସିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଦେଖା ଯାଆନ୍ତି ହି. ଶବ୍ଦସାଗର]