ଜଳସତ୍ର Jaḻa-satra

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ସତ୍ର) — ପାଣିଛତ୍ର; ଯେଉଁଠାରେ ତୃଷାର୍ତ୍ତ ବ୍ଯକ୍ତିମାନଙ୍କୁ ଜଳ ବିତରଣ କରାଯାଏ — A place for distributing water free to the thirsty