ଜଳସ୍ତମ୍ଭ Jaḻa-stambha

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ସ୍ତମ୍ଭ) — ନଦୀ ଓ ସମୁଦ୍ରର ଗର୍ଭରୁ ଉତ୍ଥିତ କିମ୍ବା ତହିଁରେ ମେଘରୁ ପତିତ ପ୍ରକାଣ୍ଡ ସ୍ତମ୍ଭାକାର ଜଳରାଶି (ଏହା ଗୋଟିଏ ବିଚିତ୍ର ନୈସର୍ଗିକ ଘଟଣା) — A water-spout; a moving column of water (a natural phenomenon)