ଜନ୍ମିତ Janmita

  • ଦେ. ବିଣ (ସଂ. ଜାତ) — ଔରସ; ଯାହାକୁ ଜନ୍ମ କରାଯାଇ ଅଛି — Begotten; which has been given birth to
  • ଦେ. ବିଣ (ସଂ. ଜାତ) — (ଯଥା—ଜନ୍ମିତ ପୁତ୍ରଠାରୁ ପୋଷ୍ୟ ପୁତ୍ର ହୀନ ଅଟେ।)