ଜନ୍ୟ Janya
- ସଂ. ବିଣ (ଜନ ଧାତୁ+କର୍ତ୍ତୃ. ଯ)— ଜାୟମାନ; ଯେ ଜନ୍ମ ଗ୍ରହଣ କରେ — Born
- ସଂ. ବିଣ (ଜନି ଧାତୁ+କର୍ମ. ଯ) ଯାହାକୁ ଜନ୍ମ କରାଯାଏ; ଉତ୍ପାଦିତ — Created; begotten
- ସଂ. ବିଣ (ଜନି ଧାତୁ+କର୍ତ୍ତୃ. ଯ) ଯେ ଜନ୍ମ କରେ; ଉତ୍ପାଦକ — Begetter
- ସଂ. ବିଣ (ଜନ+ଯ) ଜନହିତକର — Tending to the public good
- ସଂ. ବିଣ (ଜନ+ଯ) ଜନ ସମ୍ବନ୍ଧୀୟ; ବ୍ଯକ୍ତିଗତ — Human; personal; individual
- ସଂ. ବିଣ ଦେଶ ସମ୍ବନ୍ଧୀୟ — Relating to a country
- ସଂ. ବିଣ ରାଷ୍ଟ୍ରୀୟ — Relating to the state
- ସଂ. ବିଣ ଜାତୀୟ — National
- ବି — ହଟ୍ଟ; ହାଟ — Market
- ବି — ନିନ୍ଦା; ପରିବାଦ — Censure; blame
- ବି — ବିବାଦ — Quarrel
- ବି — ଜନ୍ମକାଳୀନ କୁଲକ୍ଷଣ — Bad omen observed at the time of one's birth