ଜନ୍ମାବଚ୍ଛିନ୍ନ Janmābachchhinna

  • ସଂ. ବିଣ. ( 5 ମୀ ତତ୍; ଜନ୍ମ+ଅବଚ୍ଛିନ୍ନ) — ଜନ୍ମ ହେବାଠାରୁ ବରାବର ଘଟୁଥିବା; ଜୀବନବ୍ୟାପୀ — Lifelong
  • ସଂ. ବି — ଜାବଜ୍ମୀବନ ସମୟ; ଯେଉଁ ଲୋକ ଯେତେ ଦିନ ବଞ୍ଚି ଥାଏ ସେହି କାଳ — One's life-time; the period of one's existence