ଜନ୍ମୋତ୍ସବ Janmotsaba
- ସଂ. ବି.—(ମ. ପ. ଲୋ; ଜନ୍ମ+ଉତ୍ସବ) — କୌଣସି ସନ୍ତାନର ଜନ୍ମହେବା ଉପଲକ୍ଷେ ଅନୁଷ୍ଠିତ ଉତ୍ସବ — Festivities observed on the occasion of the birth of a child
- ସଂ. ବି.—(ମ. ପ. ଲୋ; ଜନ୍ମ+ଉତ୍ସବ) — କୌଣସି ବ୍ଯକ୍ତିର ଜନ୍ମଦିନର ସ୍ମରଣାର୍ଥ ଅନୁଷ୍ଠିତ ଉତ୍ସବ — Festival observed to commemorate the birth-day of a person
- ସଂ. ବି.—(ମ. ପ. ଲୋ; ଜନ୍ମ+ଉତ୍ସବ) — ଜନ୍ମାଷ୍ଟମୀ ଉତ୍ସବ — The festival observed on ṡrīkrushṇa's birthday