ଜନ୍ମାଷ୍ଟମୀ Janmāshṭamī
- ସଂ. ବି. ( 6 ଷ୍ଠୀ ତତ୍; ଜନ୍ମ+ଅଷ୍ଟମୀ) — ଭାଦ୍ର କୃଷ୍ଣାଷ୍ଟମୀ; ଶ୍ରୀକୃଷ୍ଣଙ୍କ ଜନ୍ମତିଥି — The birthday of Ṡrīkṛushṇa; the 8th day of the dark fortnight of the lunar month of Bhādra
- ସଂ. ବି. ( 6 ଷ୍ଠୀ ତତ୍; ଜନ୍ମ+ଅଷ୍ଟମୀ) — [ଦ୍ର—ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଦରାତ୍ରି ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ହିନ୍ଦୁଜଗତରେ ପାଳିତ ହୁଏ। କିନ୍ତୁ ବିଷ୍ଣୁପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବା ଉଲ୍ଲେଖ ଅଛି। ମୁଖ୍ୟ ଚାନ୍ଦ୍ର ମାସ ଓ ଗୌଣ ଚାନ୍ଦ୍ର ମାସ ଗଣନା ଏ ପ୍ରଭେଦର କାରଣ ଥିବାର ଜଣାଯାଏ। ହି ଶବ୍ଦସାଗର।]