ଜନ୍ମିବା Janmibā
- ଦେ. କ୍ରି. — ଭୂମିଷ୍ଠ ହେବା — To be born
- ଦେ. କ୍ରି. — ଶାକ୍ୟସିଂହ ଶିଷ୍ୟାଗ୍ରଣୀ ନୃପ ଶିରୋମଣି ଜନ୍ମିବେ ଅଶୋକ ନାମେ ନୃପ ମହାତେଜା। ରାଧାନାଥ, ମହାଯାତ୍ରା।
- ଦେ. କ୍ରି. — ଜାତ ହେବା; ଉତ୍ପନ୍ନ ହେବା — To be produced; to come to being
- ଦେ. କ୍ରି. — (ବୃକ୍ଷ ଆଦି) ଉଠିବା — (a person) To grow
- ଦେ. କ୍ରି. — ଉଦୟ ହେବା — To rise
- ଦେ. କ୍ରି. — ଦେଖାଯିବା; ଅବିର୍ଭୂତ ହେବା — To appear