ଜଗମୋହନ Jagamohana

  • ଦେ. ବି. (ନାମ) — 'ପ୍ରହଲାଦ ଚରିତ' ନାମକ ଗ୍ରନ୍ଥର ପ୍ରଣେତା — Name of the author of an Oria book Prahalāda Charita
  • ଦେ. ବିଣ. (ସଂ. ଜଗନ୍ନୋହନ) ଜଗନ୍ନୋହନ (ଦେଖ) — Jaganmohana (See)