ଜଗର୍ନାଥ Jagarnātha
- ଗ୍ରା. ବି. (ଜଗନ୍ନାଥ ଶବ୍ଦର ଅଶୁଦ୍ଧ ଉଚ୍ଚାରଣ) — ଜଗନ୍ନାଥ (ଦେଖ) — Jagannātha (See)
- ଗ୍ରା. ବି. (ଜଗନ୍ନାଥ ଶବ୍ଦର ଅଶୁଦ୍ଧ ଉଚ୍ଚାରଣ) — [ଦ୍ର— ଜଗନ୍ନାଥ ଶବ୍ଦକୁ ଅଜ୍ଞ ଲୋକେ 'ଜଗର୍ନ୍ନାଥ' ଉଚ୍ଚାରଣ କରନ୍ତି। ଏହି ଉଚ୍ଚାରଣ ପ୍ରଭାବରେ ଇଂରାଜିରେ — 'Juggernaut'(ଜଗ୍ଗର୍ନ୍ନାଟ) ଶବ୍ଦର ବ୍ଯବହାର ଚଳିଅଛି]