ଜଗବ୍ଦାସୀ Jagadbāsī

  • ସଂ. ବିଣ. ପୁଂ (ଜଗତ୍+ବାସୀ; ଉପପଦ ତତ୍ପୁରୁଷ) — ପୃଥିବୀରେ ବାସ କରୁଥିବା — Inhabiting the earth
  • ଦେ. ବି. — ପୃଥିବୀରେ ବାସ କରୁଥିବା ଲୋକ — The people of the world; mankind