ଜଗମୋହନିଆ Jagamohaniā

  • ଦେ. ବି. (ସଂ. ଜଗନ୍ମୋହନ) — ଜଗମୋହନ (ଦେଖ) — Jagamohana (See)
  • ଦେ. ବି. (ସଂ. ଜଗନ୍ମୋହନ) — ବଡ଼ ଦେଉଳରେ ଜଗମୋହନିଆ ଟେକି ଦେଇଅଛି ବାହାରେ। ଜଗନ୍ନାଥଙ୍କ ଜଣାଣ ପଦ।