ଜଗନ୍ମୋହନଲାଲ Jaganmohanalāl
- ଦେ. ବି. (ନାମ) — 'ଓଡ଼ିଶା ବିଜୟ' ଓ 'ଭ୍ରମଭଞ୍ଜନ' ପ୍ରଭୃତି ଗ୍ରନ୍ଥର ରଚୟିତା— (ତାରିଣୀ—ଉତ୍କଳ ସାହିତ୍ୟ ଇତିହାସ) — The author of the books 'Oṟḍ̠isā bijaya' and 'Bhramabhan̄jana' etc
- ଦେ. ବି. (ନାମ) — [ଦ୍ର— ଏ ବିହାରୀ ଲାଲା କାୟସ୍ଥ ବଂଶଧର। ଏହାଙ୍କ ପୂର୍ବ ପୁରୁଷମାନେ ଓଡ଼ିଶାରେ କଟକ ଜିଲ୍ଲାରେ ଉପନିବେଶ କରି ରହିଥିଲେ।]