ଜଗବନ୍ଧୁ ବିଡ୍ୟାଧର Jagabandhu bidyādhara

  • ଦେ. ବି. (ନାମ) — ଖୋରଧା ରାଜାଙ୍କ ଜନୈକ ପ୍ରସିଦ୍ଧ ବକ୍ସି ବା ମନ୍ତ୍ରୀ, ତଥା ରୋଡ଼ଙ୍ଗ ଜିଲ୍ଲାର ପୁରୁଣା ଜମିଦାର (ଜାଗିରିଦାର)
  • ଦେ. ବି. (ନାମ) — [ଦ୍ର— ସେହି ସମୟର ପୁରୀ କଲେକ୍ଟରଙ୍କ ସିରସ୍ତାଦାର କୃଷ୍ଣସିଂହ (ଆଧୁନିକ ଲାଲା ବାବୁ ଷ୍ଟେଟର ମାଲିକଙ୍କ ପୂର୍ବପୁରୁଷ) ଏହାଙ୍କ କିଲ୍ଲାକୁ କପଟରେ ରାଜସ୍ୱ ନିଲାମରେ ଉଠାଇ ନିଜେ ଧରିବାରୁ ଜଗବନ୍ଧୁ ଏଥିରେ ଉତ୍ତ୍ୟକ୍ତ ହୋଇ କମିଶନର୍ ସାହେବଙ୍କ ନିକଟ ଅପିଲ କଲେ। ଅପିଲରେ କମିଶନର ସାହେବ ଏ ନିଲାମ ରଦ କରିବାକୁ ଅଦାଲତର ଆଶ୍ରୟ ନେବା ପାଇଁ ଜଗବନ୍ଧୁଙ୍କୁ ଆଦେଶ ଦେବାରୁ ନିଃସମ୍ବଳ ଜଗବନ୍ଧୁ ଦେବାନି ମକଦମା ଦାଏର ନ କରି ଘୁମୁସର ଅଞ୍ଚଳରୁ ଗୁଡ଼ିଏ କନ୍ଧ ସଂଗ୍ରହ କରି ଖୋରଧା ବିଦ୍ରୋହୀ ପାଇକମାନଙ୍କର ନେତା ହେଲେ ଓ 1817 ଖ୍ରୀଷ୍ଟାବ୍ଦରେ ପ୍ରକାଶ୍ୟରେ ବିଦ୍ରୋହ ଘୋଷଣା କରି ପ୍ରଥମେ ଖୋରଧା, ଲେମ୍ବେଇ, ରୋଡ଼ଙ୍ଗଆଦି ଦଖଲ କରି ଲୁଟପାଟ କଲେ; କିନ୍ତୁ ପରେ ପରାସ୍ତ ହୋଇ ଇଂରାଜଙ୍କଠାରେ ଆତ୍ମସମର୍ପଣ କଲେ (ପାଇକ ବିଦ୍ରୋହ ତଳେ ନୋଟ ଦେଖ)।] — [ଦ୍ର— ସେହି ସମୟର ପୁରୀ କଲେକ୍ଟରଙ୍କ ସିରସ୍ତାଦାର କୃଷ୍ଣସିଂହ (ଆଧୁନିକ ଲାଲା ବାବୁ ଷ୍ଟେଟର ମାଲିକଙ୍କ ପୂର୍ବପୁରୁଷ) ଏହାଙ୍କ କିଲ୍ଲାକୁ କପଟରେ ରାଜସ୍ୱ ନିଲାମରେ ଉଠାଇ ନିଜେ ଧରିବାରୁ ଜଗବନ୍ଧୁ ଏଥିରେ ଉତ୍ତ୍ୟକ୍ତ ହୋଇ କମିଶନର୍ ସାହେବଙ୍କ ନିକଟ ଅପିଲ କଲେ ଅପିଲରେ କମିଶନର ସାହେବ ଏ ନିଲାମ ରଦ କରିବାକୁ ଅଦାଲତର ଆଶ୍ରୟ ନେବା ପାଇଁ ଜଗବନ୍ଧୁଙ୍କୁ ଆଦେଶ ଦେବାରୁ ନିଃସମ୍ବଳ ଜଗବନ୍ଧୁ ଦେବାନି ମକଦମା ଦାଏର ନ କରି ଘୁମୁସର ଅଞ୍ଚଳରୁ ଗୁଡ଼ିଏ କନ୍ଧ ସଂଗ୍ରହ କରି ଖୋରଧା ବିଦ୍ରୋହୀ ପାଇକମାନଙ୍କର ନେତା ହେଲେ ଓ1817ଖ୍ରୀଷ୍ଟାବ୍ଦରେ ପ୍ରକାଶ୍ୟରେ ବିଦ୍ରୋହ ଘୋଷଣା କରି ପ୍ରଥମେ ଖୋରଧା, ଲେମ୍ବେଇ, ରୋଡ଼ଙ୍ଗଆଦି ଦଖଲ କରି ଲୁଟପାଟ କଲେ; କିନ୍ତୁ ପରେ ପରାସ୍ତ ହୋଇ ଇଂରାଜଙ୍କଠାରେ ଆତ୍ମସମର୍ପଣ କଲେ (ପାଇକ ବିଦ୍ରୋହ ତଳେ ନୋଟ ଦେଖ)]