ଛୁଆଇବା Chhuā ibā

  • ଦେ. କ୍ରି. (ସଂ. ଛଦ ଧାତୁ) — ଛୁଆଁଇବା 1 (ଦେଖ) — ଛୁଆଁଇବା1(ଦେଖ)Chhuñāibā 1 (See)
  • ଦେ. କ୍ରି. (ସଂ. ଛଦ ଧାତୁ) — ମନସିକ ବେନି କୁଟୀ ଭିଆଇ ପତ୍ରାବଳିରେ ଯତନେ ଛୁଆଇ। ଉପେନ୍ଦ୍ର ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।