ଛୁଆଁଚି Chhuāñchi

  • ପ୍ରାଦେ (ବାଲେଶ୍ୱର ଓ ସମ୍ବଲପୁର) ବିଣ (ସଂ. ଅଶୁଚି) — ଦୂଷିତ, ଅଶୁଚି — Contaminated; impure; unclean
  • ପ୍ରାଦେ (ବାଲେଶ୍ୱର ଓ ସମ୍ବଲପୁର) ବିଣ (ସଂ. ଅଶୁଚି) — ଅସ୍ପୃଶ୍ୟ — Untouchable
  • ପ୍ରାଦେ. (ବାଲେଶ୍ୱର; ସମ୍ବଲପୁର) ବିଣ. ସ୍ତ୍ରୀ — ଛୁଆଁଚୀ (ଦେଖ) — Chhuāñchī (See)
  • ପ୍ରାଦେ. (ବାଲେଶ୍ୱର; ସମ୍ବଲପୁର) ବି — ଅସ୍ପୃଶ୍ୟ ଅବସ୍ଥା — Untouchable condition
  • ପ୍ରାଦେ. (ବାଲେଶ୍ୱର; ସମ୍ବଲପୁର) ବି — ଅଶୁଚିତା — Untouchableness
  • ପ୍ରାଦେ. (ବାଲେଶ୍ୱର; ସମ୍ବଲପୁର) ବି — ସ୍ତ୍ରୀର ରଜସ୍ୱଳା ହେବା ଅବସ୍ଥା — Menstruation of a woman