ଛୁଆଁ ରୋଗ Chhuāñ roga

  • ଦେ. ବି — ଯେଉଁ ରୋଗ କେବଳ ସ୍ପର୍ଶ ଦ୍ୱାରା ସଂକ୍ରାମିତ ହୁଏ — Contagious disease
  • ଦେ. ବି — [ଦ୍ର—ରୋଗୀକୁ ଛୁଇଁଲେ ବା ରୋଗୀର ବ୍ଯବହୃତ ବସ୍ତ୍ରାଦି ଛୁଇଁଲେ ବ୍ଯକ୍ତିକୁ ଯେଉଁ ରୋଗ ଆକ୍ରମଣ କରେ ତାକୁ ଛୁଆଁ ରୋଗ ବୋଲାଯାଏ; ଯଥା—କୁଷ୍ଠ। ରୋଗୀକୁ ନ ଛୁଇଁଲେ ମଧ୍ୟ ଜଳ ଓ ବାୟୁଦ୍ୱାରା ଚାଳିତ ହୋଇ ଯେଉଁ ରୋଗ ସୁସ୍ଥ ବ୍ଯକ୍ତିର ଆକ୍ରମଣ କରେ ତାକୁ ଡିଆଁ ରୋଗ — (infectious disease)ବୋଲାଯାଏ]