ଛୁଆଁଚୀ Chhuāñchī
- ପ୍ରାଦେ (ବାଲେଶ୍ୱର, ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. ଅଶୁଚି; ଅସ୍ପୃଶ୍ୟ; ତୁଳ. ବଂ. ଛୋୟାଁଚ୍ୟେ) — ଅଶୁଚି — Impure; untouchable; unclean
- ପ୍ରାଦେ (ବାଲେଶ୍ୱର, ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. ଅଶୁଚି; ଅସ୍ପୃଶ୍ୟ; ତୁଳ. ବଂ. ଛୋୟାଁଚ୍ୟେ) — ଅସ୍ପୃଶ୍ୟା; ଋତୁମତୀ — Menstruated
- ଦେ. ବି — ଋତୁମତୀ ହେବା — Menstruation; appearance of menses