ଛୁଆଁଛୁତ୍ Chhuāñ-chut

  • ଦେ. ବି. (ସଂ ଅସ୍ପୃଶ୍ୟ+ସ୍ପର୍ଶନ) — ଅସ୍ପୃଶ୍ୟ ବ୍ଯକ୍ତି ବା ବସ୍ତୁର ସ୍ପର୍ଶନ — Touching an untouchable person or thing
  • ଦେ. ବି. (ସଂ ଅସ୍ପୃଶ୍ୟ+ସ୍ପର୍ଶନ) — ଅସ୍ପୃଶ୍ୟସ୍ପର୍ଶନଜନିତ ଅଶୁଚିତା — Impurity resulting from touching an untouchable
  • ଦେ. ବି. (ସଂ ଅସ୍ପୃଶ୍ୟ+ସ୍ପର୍ଶନ) — ସ୍ପୃଶ୍ୟାସ୍ପୃଶ୍ୟ ବିଚାର ବା ପ୍ରଭେଦ — Distinction between the touchable and untouchable
  • ଦେ. ବିଣ. — ଅସ୍ପୃଶ୍ୟସ୍ପର୍ଶନଜନିତ — Resulting from touching an untouchable
  • ଦେ. ବିଣ. — ଅସ୍ପୃଶ୍ୟ ଓ ସ୍ପୃଶ୍ୟ — Untouchable and touchable (person or thing.)