ଛୁଅ Chhua

  • ଦେ. ବି. (ସଂ. ଛଳ; ସୂତ୍ର) — ଛଳନା; ବାହାନା; ଛଳ — Pretext; excuse; feint; dodge
  • ଦେ. ବି. (ସଂ. ଛଳ; ସୂତ୍ର) — ହେବ ବୋଲି ରାଜା, ଦୁଷ୍ଟ ବାନ୍ଧିଛି ଦୁରାଶା, ଛୁଅ ମିନା ତାର, ନୃପ, ଏ ଶବସାଧନ। ଚିନ୍ତାମଣି, ବିକ୍ରମାଦିତ୍ୟ
  • ଦେ. ବି. (ସଂ. ଛଳ; ସୂତ୍ର) — କୌଶଳ; ଚାତୁରୀ — Secret; art
  • ଦେ. ବି. (ସଂ. ଛଳ; ସୂତ୍ର) — କର୍ଣ୍ଣ ତ ଯୁଦ୍ଧ ଛୁଧ ତରକ ଜାଣନ୍ତି ପଳାଇଲେ ହେଲେ ବିନ୍ଧିଲେ ଶର ଅତି। କୃଷ୍ଣସିଂହ, ମହାଭାରତ, କର୍ମ।
  • ଦେ. ବି. (ସଂ. ଛଳ; ସୂତ୍ର) — ଉପାୟ — Expedient; means; device
  • ଦେ. ବି. (ସଂ. ଛଳ; ସୂତ୍ର) — କ୍ରୋଧରେ ହସାଇ ଆରମ୍ଭି ଛୁଅ। ଦିନକୃଷ୍ଣ, ରସକଲ୍ଲୋଳ।