ଛିନ୍ନ Chhinna

  • ସଂ. ବିଣ. (ଛିଦ୍ ଧାତୁ+ କର୍ମ. ତ) — କର୍ତ୍ତିତ — Cut asunder; broken
  • ସଂ. ବିଣ. (ଛିଦ୍ ଧାତୁ+ କର୍ମ. ତ) — ବିଦୀର୍ଣ୍ଣ — Pierced through; rent
  • ସଂ. ବିଣ. (ଛିଦ୍ ଧାତୁ+ କର୍ମ. ତ) — ବିଚ୍ଛିନ୍ନ; ବିଭିନ୍ନ, ପୃଥକ୍କୃତ — Cut off; separated; servered
  • ସଂ. ବିଣ. (ଛିଦ୍ ଧାତୁ+ କର୍ମ. ତ) — ଚିରା; ଛିଣ୍ଡା; ଯାହା ଛିଣ୍ଡି ଯାଇଅଛି — Torn
  • ସଂ. ବିଣ. (ଛିଦ୍ ଧାତୁ+ କର୍ମ. ତ) — ଉତ୍ପାଟିତ — Uprooted