ଛିନ୍କାନିଆଁ Chhin-kāniāñ

  • ପ୍ରାଦେ. (ଯାଜପୁର) ବିଣ. (ସଂ. ଛିନ୍ନଭିନ୍ନ) — ଅସ୍ତବ୍ୟସ୍ତ — At bay; cornered
  • ପ୍ରାଦେ. (ଯାଜପୁର) ବିଣ. (ସଂ. ଛିନ୍ନଭିନ୍ନ) — (ଯଥା—ଅଭିମନ୍ୟୁକୁ ସପ୍ତରଥୀ ଘେରି ଯାଇ ଛିନ୍କାନିଆ କରି ପକାଇଲେ।)