ଛିନ୍ନଦ୍ୱୈଧ Chhina-dwa̲i̱dha

  • ସଂ. ବିଣ. ପୁଂ. (ଛିନ୍ନ ହୋଇ ଅଛି ଦ୍ୱୈଧ=ସଂଶୟ ଯାହାର —ବହୁବ୍ରୀହି) — ଛିନ୍ନସଂଶୟ; ନିଃସଂଶୟ — Whose doubts have been cleared up; freed from doubt