ଛିନ୍ନଛତ୍ର Chhinna-chhatra

  • ଦେ. ବିଣ. — ଛିନ୍ଛତର୍ (ଦେଖ) — Chhin-chhatar (See)
  • ଦେ. ବିଣ. — ମାଳବରେ ଛିନ୍ନଛତ୍ର ହେବେ, ବେଗ ହୋଇ ସେ ଯେ ପଳାଇବେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।