ଛିନ୍ଛତର୍ Chhin-chhatar
- ଗ୍ରା. ବିଣ. (ସଂ. ଛିନ୍ନ ଓ ଛତ୍ର) — ଇତସ୍ତତଃ ବିକ୍ଷିପ୍ତ — Scattered about; disorganised
- ଗ୍ରା. ବିଣ. (ସଂ. ଛିନ୍ନ ଓ ଛତ୍ର) — ଛତ୍ରଭଙ୍ଗ ଦେଇଥିବା; ଇତସ୍ତତଃ ପଳାୟିତ — Routed; confused; fleeing away in confusion
- ଗ୍ରା. ବିଣ. (ସଂ. ଛିନ୍ନ ଓ ଛତ୍ର) — (ଛିନ୍ଛତ୍ର; ଛିନ୍ଛାଟ୍; ଛିନିଛତର; ଛିନିଛତ୍ର—ଅନ୍ଯରୂପ)