ଛିନ୍ଦିବା Chhindibā

  • ଦେ. କ୍ରି. (ସଂ. ଛିନ୍ଦ୍ ଧାତୁ) — ଛିଣ୍ଡାଇବା — To cut off
  • ଦେ. କ୍ରି. (ସଂ. ଛିନ୍ଦ୍ ଧାତୁ) — ସୁଶର୍ମାଙ୍କୁ ଅର୍ଜୁନ ଆଠକାଣ୍ଡ ବିନ୍ଧି ଶତ୍ରୁଞ୍ଜୟ ରଜାର ଶିର ଦେଲେ ଛନ୍ଦି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।