ଛାଡ଼ଯିବା Chhāṟḍ̠aj̄ibā

  • ଦେ. କ୍ରି — (ଅକର୍ମକ) ପରିତ୍ୟକ୍ତ ହେବା — To be given up
  • ଦେ. କ୍ରି — (ଯଥା—ଏବେ ସେ ଦୁଃଖ ପାଇ ଗଲେଣି କିନ୍ତୁ ବାପାଙ୍କ ଅମଳର ଢଙ୍ଗଢାଙ୍ଗ ଛାଡ଼ ଯାଇ ନାହିଁ।)