ଛାଡ଼ବାଡ଼ Chhāṟḍ̠abāṟḍ̠a

  • ଦେ. ବି. (ସହଚର. ଶବ୍ଦ, ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ପଦ) — ଛଡ଼ାଛଡ଼ି; ପରସ୍ପରଙ୍କ ମଧ୍ୟରେ ବିଚ୍ଛେଦ — Mutual separation
  • ଦେ. ବି. (ସହଚର. ଶବ୍ଦ, ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ପଦ) — ଦୁଇ ଜଣଙ୍କର ନିମିଷେ ଛାଡ଼ବାଡ଼ ଥାଏ ନାହିଁ। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ଦେ. ବି. (ସହଚର. ଶବ୍ଦ, ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ପଦ) — ପରସ୍ପର ମଧ୍ୟରେ ସମ୍ପର୍କରାହିତ୍ୟ — Cessation of mutual connection or intercourse
  • ଦେ. ବି. (ସହଚର. ଶବ୍ଦ, ଧ୍ୱନ୍ୟନୁକାରୀ ନିରର୍ଥକ ଦ୍ୱିତୀୟ ପଦ) — (ଯଥା—ତାର ଆମର ଆଜକୁ କୋଡ଼ିଏ ବର୍ଷ ହେଲା ଖିଆ— ପିଆ, ନିମିତ୍ୟପର୍ବ, ଡାକରାହକରାରେ ଛାଡ଼ବାଡ଼ ହୋଇ ଗଲାଣି।)
  • ଦେ. ବିଣ — ପରସ୍ପରଠାରୁ ପୃଥକ ବା ବିଚ୍ଛିନ୍ନ — Separated from each other