ଛାଡ଼ଚିଠି Chhāṟḍ̠achiṭhi

  • ଦେ. ବି — ଯେଉଁ ରାଜକୀୟ ଆଦେଶପତ୍ର ଦେଖାଇଲେ ପ୍ରହରୀମାନେ ନିଦ୍ଦିଷ୍ଟ ସୀମାର ବାହାରକୁ ମନୁଷ୍ୟ ବା କୌଣସି ନିଷିଦ୍ଧ ପଦାର୍ଥକୁ (ଯଥା—ଲୁଣ, ଅବକାରୀ ଜିନିଷ ଇତ୍ୟାଦି) ଯିବାକୁ ବାଧା ଦିଅନ୍ତି ନାହିଁ — A pass; pass-port
  • ଦେ. ବି — ରାଜାଙ୍କ ଅଟକ ଜଙ୍ଗଲରୁ କାଠ ଆଦି ଅବାଧରେ ଆଣିବା ପାଇଁ ଲୋକଙ୍କୁ ଦିଆଯିବା ଆଦେଶପତ୍ର — A pass or license given to a person to bring wood from reserved forests; a permit