ଛାଡ଼ି ଆସିବା Chhāṟḍ̠i āsibā

  • ଦେ. କ୍ରି — କୌଣସି ବସ୍ତୁ ବା ବ୍ଯକ୍ତିକୁ କୌଣସି ସ୍ଥାନରେ ଭୁଲ କ୍ରମେ ପକାଇ ଦେଇ ଚାଲି ଆସିବା — To come away by leaving a person or thing some where by oversight
  • ଦେ. କ୍ରି — କୌଣସି ସ୍ଥାନକୁ ଆସୁଥିବା କୌଣସି ବ୍ଯକ୍ତି ସଙ୍ଗେ ସହଚର ରୂପେ ଆସିବା — To accompany a person coming to some place
  • ଦେ. କ୍ରି — (ଯଥା—ଭାଇ ଭଉଣୀଙ୍କୁ ଶଶୁରଘରକୁ ଛାଡ଼ି ଆସିଥିଲା।)
  • ଦେ. କ୍ରି — ବାଟରେ କୌଣସି ସ୍ଥାନ ବା ବସ୍ତୁକୁ ଅତିକ୍ରମ କରି ଚାଲି ଆସିବା — To come by leaving some place on the road
  • ଦେ. କ୍ରି — (ଯଥା—ଆମେ 3 କୋଶ ହେଲା ଭୁବନେଶ୍ୱର ମନ୍ଦିର ଛାଡ଼ି ଆସିଲେଇଁ।) — (ଯଥା—ଆମେ3କୋଶ ହେଲା ଭୁବନେଶ୍ୱର ମନ୍ଦିର ଛାଡ଼ି ଆସିଲେଇଁ)