ଛାଡ଼ପତ୍ର Chhāṟḍ̠apatra

  • ଦେ. ବି. (ସଂ. ବିସର୍ଜ୍ଜନ+ ପତ୍ର) — ସ୍ୱାମୀ ସ୍ତ୍ରୀକୁ ପରିତ୍ୟାଗ କରି ବିବାହ ବନ୍ଧନକୁ ଛେଦନ କରିବା ସମ୍ମତିସୂଚକ ପତ୍ର — A husband's deed of divorce given to a discarded wife
  • ଦେ. ବି. (ସଂ. ବିସର୍ଜ୍ଜନ+ ପତ୍ର) — କୌଣସି ବ୍ଯକ୍ତି ବା ବସ୍ତୁକୁ ବାଟରେ ପ୍ରହରୀ ଅଟକାଇ ନ ରଖି ଛାଡ଼ି ଦେବାର ରାଜକୀୟ ଆଦେଶପତ୍ର — A pass; pass-port
  • ଦେ. ବି. (ସଂ. ବିସର୍ଜ୍ଜନ+ ପତ୍ର) — କୌଣସି ସମ୍ପତ୍ତିରୁ ଦାବୀ ଓ ସ୍ୱତ୍ତ୍ୱ ପରିତ୍ୟାଗସୁଚକ ଦଲୀଲ — Deed of relinquishment or release
  • ଦେ. ବି. (ସଂ. ବିସର୍ଜ୍ଜନ+ ପତ୍ର) — ସମସ୍ତ ଦେୟ ପରିଶୋଧ ହୋଇଥିବାର ନିଦର୍ଶନପତ୍ର ବା ରସିଦ — A receipt of full satisfaction; a receipt in full