ଛାଡ଼ ଜଙ୍ଗଲ Chhāṟḍ̠a jaṅgala

  • ପ୍ରାଦେ. (ଗଡ଼ଜାତ) ବି — ଯେଉଁ ସରକାରୀ ବା ରାଜକୀୟ ଜଙ୍ଗଲରୁ କାଠ ଆଦି ଆଣିବାକୁ ପ୍ରଜାମାନଙ୍କୁ ଅନୁମତି ଆଣିବାକୁ ପଡ଼େ ନାହିଁ — The Government or state forest from which the subjects are free to bring wood