ଛାଡ଼ିକରି Chhāṟḍ̠ikari

  • ଦେ. ଅ — ଅନର୍ଗଳ ଭାବରେ; ପର୍ଯ୍ୟପ୍ତ ପରିମାଣରେ — Abundantly
  • ଦେ. ଅ — ଏ ଅଞ୍ଚଳରେ ତିନି ଚାରି ଦିନ ହେଲା ମେଘ ଝପର ଝପର ଲଗେଇଛି କିନ୍ତୁ ବର୍ଷା ଛାଡ଼ି କରି ହେଉ ନାହିଁ। ଗଡ଼ଜାତବାସିନୀ 22। 6। 29 । — ଏ ଅଞ୍ଚଳରେ ତିନି ଚାରି ଦିନ ହେଲା ମେଘ ଝପର ଝପର ଲଗେଇଛି କିନ୍ତୁ ବର୍ଷା ଛାଡ଼ି କରି ହେଉ ନାହିଁ ଗଡ଼ଜାତବାସିନୀ22 6 29
  • ଦେ. ଅ — କୋଷ୍ଠବଦ୍ଧ ନ ହୋଇ ତରଳ ଭାବରେ (ଝାଡ଼ା ହେବା) — (passing of stools) Copiously
  • ଦେ. ଅ — (ଯଥା—କୋଷ୍ଠ କାଠିନ୍ୟ ମୋର ଗୋଟିଏ ପ୍ରଧାନ ରୋଗ, ଜୁଲାପ ନ ଖାଇଲେ ମୋର ଛାଡ଼ି କରି ପୋଖରୀ ହୁଏ ନାହିଁ।)
  • ଦେ. ଅ — ଛାଡ଼ି (ଦେଖ) — Chhāṟḍ̠i (See)