ଛାଟେଣି Chhāṭeṇi
- ଦେ. ବି. — ହାତ ମୋଜା; ଦସ୍ତାନା; ହସ୍ତାବରଣ — Gloves
- ଦେ. ବି. — ଛାଟେଣିଟିକି ବେନି କରରେ ବାନ୍ଧିଲେ—କୃଷ୍ଣସିଂହ, ମହାଭାରତ।
- ଦେ. ବି. — ଛୋଟ ଛାଟ ବା ଚାବୁକ — Whip or small stick
- ଦେ. ବି. — ଦୂରକୁ ଟେକା ବା ବାଟୁଳି ଫୋପାଡ଼ିବା ନିମନ୍ତେ ବ୍ଯବହୃତ ଦଉଡ଼ି; ଛିଟିକିଣି — Slings; a string with which pellets are hurled to a long distance
- ଦେ. ବି. — ଏକପ୍ରକାର ସରୁ ଓ ଲମ୍ବ କଳା ସାପ; ପାଣିଛଟା — A species of slender and long serpent
- ଦେ. ବି. — [ଦ୍ର—ଏଜାତୀୟ ସାପମାନେ ଜୟପୁରର ନବରଙ୍ଗପୁର ନିକଟ ଇନ୍ଦ୍ରାବତୀ ନଦୀ ଓ କଳାହାଣ୍ଡିର ଓଳକଣା କୂଳରେ ଗାତ କରି ରହନ୍ତି। ଏମାନେ ଲମ୍ବରେ 30/40 ହାତ ପର୍ଯ୍ୟନ୍ତ ବଢ଼ନ୍ତି ଓ ଆଙ୍ଗୁଠିପରି ସରୁ ହୁଅନ୍ତି। 10/12 ହାତ ଦୂରରୁ ଗୋରୁ ଓ ମନୁଷ୍ୟଙ୍କୁ ଲାଙ୍ଗୁଡ଼ ଛାଟି, ଝିଙ୍କିଆଣି ସେମାନଙ୍କ ନାକଭିତରେ 2 ଟି ଶିଙ୍ଗ ପୁରାଇ ପଶି ମସ୍ତିଷ୍କରୁ ଦହି ଖାଇଯାଆନ୍ତି। ଏମାନଙ୍କ ମୁଣ୍ଡ କାଣିକଉଡ଼ିପରି। ଏମାନେ ଜୀବଙ୍କୁ ପାଣିରେ ବୁଡ଼ାଇ ମାରନ୍ତି।] — [ଦ୍ର—ଏଜାତୀୟ ସାପମାନେ ଜୟପୁରର ନବରଙ୍ଗପୁର ନିକଟ ଇନ୍ଦ୍ରାବତୀ ନଦୀ ଓ କଳାହାଣ୍ଡିର ଓଳକଣା କୂଳରେ ଗାତ କରି ରହନ୍ତି ଏମାନେ ଲମ୍ବରେ30/40ହାତ ପର୍ଯ୍ୟନ୍ତ ବଢ଼ନ୍ତି ଓ ଆଙ୍ଗୁଠିପରି ସରୁ ହୁଅନ୍ତି10/12ହାତ ଦୂରରୁ ଗୋରୁ ଓ ମନୁଷ୍ୟଙ୍କୁ ଲାଙ୍ଗୁଡ଼ ଛାଟି, ଝିଙ୍କିଆଣି ସେମାନଙ୍କ ନାକଭିତରେ2ଟି ଶିଙ୍ଗ ପୁରାଇ ପଶି ମସ୍ତିଷ୍କରୁ ଦହି ଖାଇଯାଆନ୍ତି ଏମାନଙ୍କ ମୁଣ୍ଡ କାଣିକଉଡ଼ିପରି ଏମାନେ ଜୀବଙ୍କୁ ପାଣିରେ ବୁଡ଼ାଇ ମାରନ୍ତି]