ଛାଟିପିଟି ହେବା Chhāṭipiṭi hebā
- ଦେ. କ୍ରି — କଷ୍ଟର ଆଧିକ୍ୟ ଯୋଗୁଁ ଭୂମିରେ ହାତ ଗୋଡ଼ ଇତସ୍ତତଃ କଚାଡ଼ିବା — To struggle violently on the ground with the arms and legs
- ଦେ. କ୍ରି — ଛିନ୍ନ ଛତ୍ର ହେବା; ଅସ୍ତବ୍ୟସ୍ତ ହେବା — To be routed to become confused
- ଦେ. କ୍ରି — (ଯଥା—ସେମାନେ ଛାଟିପିଟି ହୋଇ ପଳାଇଲେ।)