ଛାଟିପିଟି Chhāṭipiṭi

  • ଦେ. ବିଣ — ଛିନିଛତ୍ର; ଅସ୍ତବ୍ୟସ୍ତ; ଛିନ୍ନଭିନ୍ନ — Scattered; confused; pellmell
  • ଦେ. ବିଣ — ହଂସମାନେ ତା ଦେଖି ଭୂମେ ଡେଣା ପିଟି, ପଳାଇଲେ ଚାରି ଆଡ଼ରେ ଛାଟିପିଟି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. ବିଣ — ଇତସ୍ତତଃ — Pell-mell; in a confused manner