ଚୁଡ଼ାଭଜା Chuṟḍ̠ābhajā

  • ଦେ. ବି — ଚୁଡ଼ାକୁ ଭାଜି ତିଆରି କରିବା ଖାଦ୍ୟ; ହୁଡ଼ୁମ୍ବ (ଏହା ଲଘୁ ଖାଦ୍ୟ) — Fried parched rice (this is light food.)
  • ଦେ. ବି — [ଦ୍ର—ଦରକୁଟା ଚୁଡ଼ା ଓଦା ଥାଉଁଥାଉଁ କେଉଟଣୀମାନେ ତାକୁ ଭାଜିଲେ ତାହା ହୁଡ଼ୁମ୍ବ ହୁଏ। କିନ୍ତୁ ଚୁଡ଼ା ଶୁଖିଯିବା ପରେ ଆମ୍ଭେମାନେ ତାକୁ ଘରେ ଭାଜିଲେ ତାହା ଚୁଡ଼ାଭଜା ହୁଏ। ହୁଡ଼ୁମ୍ବ ଚୁଡ଼ାଭଜା ଅପେକ୍ଷା ଫୁଲୁକା ଓ ଫମ୍ପା ଏବଂ ଏହା ଚୁଡ଼ା— ଅପେକ୍ଷା ଲଘୁତର ଖାଦ୍ୟ।]