ଚୁଡ଼ିଆ Chuṟḍ̠iā

  • ଦେ. ବି — (ସଂ. ଚୁଡ଼ା) ମୁଣ୍ଡରେ ଚୁଳଥିବା ଏକପ୍ରକାର ଯୁଦ୍ଧପ୍ରିୟ ପକ୍ଷୀ; ଗୋବରା ଚଢ଼େଇ; ଚୁଳିଆ — A kind of tufted bird which loves fighting with another of its kind
  • ଦେ. ବି — (ସଂ. ଚୋଡ଼) ଏକପ୍ରକାର ଓଢ଼ଣୀ — A kind of veil or wrapper
  • ଦେ. ବି — (ସଂ. ଚୋଡ଼କ) ଏକପ୍ରକାର ଚୁଡ଼ିପରି ଚିତ୍ରିତ ଧଡ଼ି ଥିବା (ଲମ୍ବ ଓ ଓସାର) ଲୁଗାଜୋଡ଼ — A pair of cloths, (very broad and long