ଚୁଡ଼ା ଚାଉଳ Chuṟḍ̠ā chāuḻa
- ଦେ. ବି (ସହଚର ଶବ୍ଦ) — ଜଳଖିଆ ପାଇଁ ଚୁଡ଼ା ଓ ରୋଷାଇ ପାଇଁ ଚାଉଳ (ଯାହାକୁ ଲୋକେ ବିଦେଶ ଗଲାବେଳେ ସଙ୍ଗରେ ବାନ୍ଧି ନିଅନ୍ତି) ଚୁଡ଼ା ଓ ଚାଉଳ — Parched rice and rice carried by a person going abroad
- ଦେ. ବି (ସହଚର ଶବ୍ଦ) — ମୁଁ ଘରୁ ଚୁଡ଼ା ଚାଉଳ ବାନ୍ଧି ଆଣିଅଛି—ଫକୀରମୋହନ, ଛମାଣଆଠଗୁଣ୍ଠ।