ଚୁଡ଼ାଦହିଆ Chuṟḍ̠ādahiā
- ଦେ. ବିଣ (ବ୍ୟଙ୍ଗ୍ୟାର୍ଥ) — ଯେଉଁ ବ୍ରାହ୍ମଣମାନେ ଅନ୍ୟର ଘରକୁ ଆମନ୍ତ୍ରିତ ହୋଇ ଚୁଡ଼ା ଓ ଦହି ଖାଇବାକୁ ଯାଆନ୍ତି — (Brahmans) attending a feast for feeding Brahmans with Chuṟḍ̠ā and dahi
- ଦେ. ବିଣ (ବ୍ୟଙ୍ଗ୍ୟାର୍ଥ) — ଚୁଡ଼ାଦହି ପ୍ରିୟ — Fond of taking 'Chuṟḍ̠ā and dahi at a feast