ଚୁଡ଼ି ଶୀତଳେଇବା Chuṟḍ̠i Ṡītaḻeibā
- ଦେ. କ୍ରି. (ଶୁଭବାଚନ) — ହାତରୁ ଚୁଡ଼ି ଓହ୍ଲାଇବା ବା କାଢ଼ି ଦେବା — (euphemism) To put off the chooree from the hand
- ଦେ. କ୍ରି. (ଶୁଭବାଚନ) — [ଦ୍ର—ଖଡ଼ୁ ଓ ଚୁଡ଼ି ସ୍ତ୍ରୀଲୋକମାନଙ୍କର ସଧବା ଥିବାର ଚିହ୍ନ ଥିବାରୁ, ଏହାକୁ କାଢ଼ିବା କଥା ନ କହି ଶୀତଳେଇବା ଶବ୍ଦ ସ୍ତ୍ରୀଲୋକମାନେ କହନ୍ତି।]