ଚିରଶୟନ Chiraṡayana

  • ସଂ. ବି. (ଚିର+ଶୟନ) — ମୃତ୍ୟୁ — Death
  • ସଂ. ବି. (ଚିର+ଶୟନ) — ହଳାହଳ ପାନେ ଦାରୁଣ ଶ୍ମଶାନେ କୋଳେ କଲେ ଆହା ଚିରଶୟନ। ନନ୍ଦକିଶୋର, କୃଷ୍ଣକୁମାରୀ।