ଚିରସହାୟ Chirasahāya

  • ସଂ. ବି. ପୁଂ. (ଚିର+ସହାୟ) — ବହୁକାଳର ଆଶ୍ରୟଦାତା ବା ଉପକାରୀ — An old benefactor
  • ସଂ. ବି. ପୁଂ. (ଚିର+ସହାୟ) — ଯେ ସର୍ବଦା ଆପଦ ବା ଅଭାବବେଳେ ସାହାଯ୍ୟ କରେ — A person who invariably renders help when required
  • ସଂ. ବି. ପୁଂ. (ଚିର+ସହାୟ) — ସର୍ବଦା ସହକାରୀ — A constant assistant